Advertisment

ଯାଜପୁର ମାନେ ବିଜେଡି, ବବି-ଜିତୁ-ଡାନି: ବବି

ଯାଜପୁରରେ ବିଜେଡି ଆୟୋଜନ କରିଥିଲା ଦଳର ସଦସ୍ୟତା ସଂଗ୍ରହ ଅଭିଯାନା।

Advertisment

ଯାଜପୁରରେ ବିଜେଡି ଆୟୋଜନ କରିଥିଲା ଦଳର ସଦସ୍ୟତା ସଂଗ୍ରହ ଅଭିଯାନା। ଯାଜପୁରରେ ବବି କହିଲେ ବିଜେଡିମାନେ ବୁଝାଏ ବବି-ଜିତୁ-ଡାନି, ଯାଜପୁର ମାନେ ଏହି ବିଜେଡି, ତେବେ ଏହି 3 ହାରୁ ନେତା କଣ ଖାଲି ବିଜେଡି । ପ୍ରଶ୍ନ ମଞ୍ଚ ଉପରେ ଥିବା ବିଶ୍ବ, ସୁଜାତା ଏବଂ ଶର୍ମିଷ୍ଠା ସେମାନେ କଣ ନନ୍ ବିଜେଡି । ଜିଲ୍ଲାର ବରିଷ୍ଠ ନେତା ଅମର ଶତପଥୀ ଓ ଅଶୋକ ବଳଙ୍କ ଦେଖା ମିଳିଲାନି ମଞ୍ଚରେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe