Advertisment

ପାଣ୍ଡିଆନଙ୍କ ପ୍ରଶଂସାରେ ଶତମୁଖ ବବି

ଯାଜପୁରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି ପ୍ରଣବ।

author-image
Jitendra Garnayak

ଭିକେ ପାଣ୍ଡିଆନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ। ଯାଜପୁରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି ପ୍ରଣବ। 

Advertisment
Vk Pandian BjD Pranab Prakash Das