Advertisment

ବବିଙ୍କ ଶିକ୍ଷାଗତ ଯୋଗ୍ୟତା କଣ ?

୨୦୦୯ରେ ଦାଖଲ କରିଥିବା ସତ୍ୟପାଠରେ ବବି +୨ କଳା ପାସ୍‌ ଲେଖିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ବେଳେ +୨ ବିଜ୍ଞାନ ବୋଲି ଲେଖିଛନ୍ତି।

Advertisment

ସମ୍ୱଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବିଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ ? କାରଣ ଦୁଇଟି ନିର୍ବାଚନରେ ସେ ଭିନ୍ନଭିନ୍ନ ସତ୍ୟପାଠ ଦାଖଲ କରିଛନ୍ତି। ୨୦୦୯ରେ ଦାଖଲ କରିଥିବା ସତ୍ୟପାଠରେ ବବି +୨ କଳା ପାସ୍‌ ଲେଖିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ବେଳେ +୨ ବିଜ୍ଞାନ ବୋଲି ଲେଖିଛନ୍ତି। ଯାହା ହାସ୍ୟସ୍ପଦ ବୋଲି କହିଛନ୍ତି ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତାମ୍ୱର ଆଚାର୍ଯ୍ୟ। ଏଥିସହ ସେ ନିଜର ଆୟକୁ ଲୁଚାଇଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

Advertisment
Bjp BjD Pranab Prakash Das Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe