Advertisment

ହାରିଲେ ମାଆ, ପୁଅ, ଭିଣୋଇ

ଅରିନ୍ଦମ ରାୟ ବିଜେଡି ଛାଡ଼ି ଏଥର ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ୁଥିବା ବେଳେ ପରାସ୍ତ ହୋଇଛନ୍ତି।

author-image
Manoj Swain

ଚଳିତ ନିର୍ବାଚନରେ ଚାରିଆଡୁ ପରିବର୍ତ୍ତନର ସ୍ବର। ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ନିଜ ପରିବାରରୁ ତିନି ତିନି ଜଣ ନିର୍ବାଚନ ଲଢୁଥିଲେ। ସମ୍ବଲପୁର ଲୋକସଭା ଆସନରୁ ବିଜେଡିରୁ ପ୍ରଣବ ନିର୍ବାଚନ ଲଢୁଥିବା ବେଳେ କୋରେଇ ବିଧାନସଭା ଆସନରୁ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ ନିର୍ବାଚନ ଲଢୁଥିଲେ। ଠିକ ସେହିପରି ସାଲେପୁର ବିଧାନସଭା ଆସନରୁ ବିଜେପିରୁ ନିର୍ବାଚନ ଲଢୁଥିଲେ ଭିଣୋଇ ଅରିନ୍ଦମ ରାୟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
2024 General Election BjD Odisha