ଅଦ୍ୟତନ ହୋଇଛି
ଚାହିଁଛନ୍ତି ପୁଅ - ପାଇଲେନି ଜ୍ୱାଇଁ - ବିଦା ହେଲେ ଶ୍ୱଶୁର | Odisha Reporter
Advertisment
କଂଗ୍ରେସ ଭେଟରାନ ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ 6 ବର୍ଷ ପାଇଁ ବିଦା କଲା କଂଗ୍ରେସ। ଆଉ ନିମାପଡ଼ାରେ ସଂଗଠନ କରୁଥିବା ସିଦ୍ଧାର୍ଥ ଏବେ ଜଟଣୀ ଆସନକୁ ଚାହିଁ ବସିଛନ୍ତି। ସତ୍ୟବାଦୀରୁ ଦୀର୍ଘ ଦଶନ୍ଧି ଧରି ଲଢି ଆସୁଥିବା ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ କହି ସାରିଥିଲେ। ଦେଖନ୍ତୁ ପୂରା ରିପୋଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us