ବବି ଓ ମାନସଙ୍କ ପକ୍ଷଛେଦନ: ପ୍ରସନ୍ନ, ଅତନୁ ଓ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୩ଟି ନୂଆ କମିଟି ଘୋଷଣା କରିଛନ୍ତି । ଦେବୀ ମିଶ୍ରଙ୍କ କମିଟିକୁ ଏହି ସମସ୍ତ ୩ଟି କମିଟି ସହଯୋଗ କରିବେ ।

BJD Leaders

ବିଜେଡିର ଏକ କାର୍ଯ୍ୟକ୍ରମରେ ଅତନୁ ଓ ସଞ୍ଜୟ

Ordigital Desk
  • Published: Wednesday, 25 September 2024
  • Updated: 25 September 2024, 10:30 PM IST

Sports

Latest News

ଜିଲ୍ଲାସ୍ତରର ସମୀକ୍ଷାର ନିର୍ଯ୍ୟାସକୁ ଆଧାର କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବିଜେଡି ବିପର୍ଯ୍ୟୟର ଖଳନାୟକମାନଙ୍କ ପକ୍ଷଛେଦନ ଆରମ୍ଭ କରିଛନ୍ତି । ଯେଉଁମାନଙ୍କ ମାମଲାତି ଓ ମାତ୍ରାଧିକ କ୍ଷମତା ଲାଳସା ଯୋଗୁ ଦଳର ୨୪ବର୍ଷର ଶାସନର ପତନ ହେଲା ଏବେ ସେମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରି ଦୀର୍ଘବର୍ଷ ଧରି ସଂଗଠନ ପାଇଁ କାର୍ଯ୍ୟ କରୁଥିବା ନେତାମାନଙ୍କୁ ବିଜେଡି ସୁପ୍ରିମୋ ଆଗକୁ ଆଣିଛନ୍ତି । ବିଜେଡି ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ଦର୍ଶାଇ ଅଯଥା ମାମଲାତି କରି ଦଳ ପାଇଁ ବିପର୍ଯ୍ୟୟର କାରଣ ସାଜିଥିବା ପ୍ରଣବପ୍ରକାଶ ଦାସ(ବବି) ଓ ମାନସ ମଙ୍ଗରାଜଙ୍କ ପକ୍ଷଛେଦନ କରାଯାଇଛି । ଆଜି ଦଳର ୩ଟି ନୂଆ କମିଟି ଗଠନ ହୋଇଛି ଯେଉଁଥିରେ ଉଭୟ ବବି ଓ ମାନସଙ୍କୁ ସାମିଲ କରାଯାଇନାହିଁ । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଯଥାକ୍ରମେ ୧୭ଜଣିଆ ଉପଦେଷ୍ଟା କମିଟି, ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ଗଠନ କରାଯାଇ ମୋଟ ୬୦ଜଣ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡି ପ୍ରୟାସ କରିଛି । ଏହି ୬୦ଜଣିଆ ସଦସ୍ୟ ବିଶିଷ୍ଟ ୩ଟି ଯାକ କମିଟି ଅଗଷ୍ଟ ୫ତାରିଖରେ ଗଠିତ ଦେବୀ ମିଶ୍ର ନେତୃତ୍ୱାଧୀନ ସମନ୍ୱୟ କମିଟିକୁ ସହଯୋଗ କରିବେ ବୋଲି ଦଳ କହିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୩ଟି ନୂଆ କମିଟି ଘୋଷଣା କରିଛନ୍ତି । ଦେବୀ ମିଶ୍ରଙ୍କ କମିଟିକୁ ଏହି ସମସ୍ତ ୩ଟି କମିଟି ସହଯୋଗ କରିବେ । ଉପଦେଷ୍ଟା କମିଟିର ସଂଯୋଜକ ଭାବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଥିବାବେଳେ ଏଥିରେ ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ବଦ୍ରିନାରାୟଣ ପାତ୍ର, ମଙ୍ଗଳା କିଷାନ, ଭୂପିନ୍ଦର ସିଂ, ରବିନାରାୟଣ ନନ୍ଦ, ଆୟୁବ ଖାନ୍‌, ସରୋଜିନୀ ହେମ୍ବ୍ରମ, ଶଶୀଭୂଷଣ ବେହେରା, ରଜନୀକାନ୍ତ ସିଂ ଓ ଗଣେଶ୍ୱର ବେହେରା ସଦସ୍ୟ ରହିଛନ୍ତି ।

Also Read

ସେହିପରି ସଦସ୍ୟତା ଅଭିଯାନ କମିଟିର ମୁଖ୍ୟ ଭାବେ(ସଂଯୋଜକ) ଅତନୁ ସବ୍ୟସାଚୀ ନାୟକ ଥିବାବେଳେ ସଦସ୍ୟ ଭାବେ ରାଜେନ୍ଦ୍ର ଢ଼ୋଲକିଆ, ଦିବ୍ୟଶଙ୍କର ମିଶ୍ର, ରବୀନ୍ଦ୍ର ଜେନା, ଚନ୍ଦ୍ରସାରଥୀ ବେହେରା, ମୁନ୍ନା ଖାନ୍ , ଅନନ୍ତ ନାରାୟଣ ଜେନା, ଅମର ପଟ୍ଟନାୟକ, ରାଜଶ୍ରୀ ମଲ୍ଲିକ, ଜଗନ୍ନାଥ ସାରକା, ବିଜୟ ନାୟକ, ଶର୍ମିଷ୍ଠା ସେଠୀ, ଉମାକାନ୍ତ ସାମନ୍ତରାୟ, ମୁକେଶ କୁମାର ପାଲ, ସଞ୍ଜିବ ମଲ୍ଲିକ, ନିରଞ୍ଜନ ବିଶି, ସୁଭାଶୀଷ ଖୁଂଟିଆ, ରୋମାଂଚ ରଞ୍ଜନ ବିଶ୍ୱାଳ, ଗୌତମବୁଦ୍ଧ ଦାସ, ଯୋଗେଶ କୁମାର ସିଂ, ଅରବିନ୍ଦ ମହାପାତ୍ର ଓ ରମାକାନ୍ତ ଭୋଇ ଅଛନ୍ତି । ଅତନୁଙ୍କ ଟିମରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ରହିବାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।

ସେହିପରି କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟିର ସଂଯୋଜକ ଭାବେ ସଞ୍ଜୟ କୁମାର ଦାସବର୍ମା ଥିବାବେଳେ ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର କୁମାର ସାହୁ, କଳିକେଶ ନାରାୟଣ ସିଂଦେଓ, ସାନନ୍ଦ ମାରାଣ୍ଡି, ସୁଧୀର କୁମାର ସାମଲ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ ବଳବନ୍ତରାୟ, ଲତିକା ପ୍ରଧାନ, ବିକ୍ରମ କୁମାର ପଣ୍ଡା, ବ୍ରଜ କିଶୋର ପ୍ରଧାନ, ଧ୍ରୁବଚରଣ ସାହୁ, ଶ୍ରୀକାନ୍ତ ସାହୁ, ସୁଶାନ୍ତ କୁମାର ବେହେରା, ଅଧୀରାଜ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମନ୍ମଥ କୁମାର ରାଉତରାୟ, ମନୋରମା ମହାନ୍ତି, ଦୀପାଳି ଦାସ ଓ ବିଶ୍ୱରଞ୍ଜନ ମଲ୍ଲିକ ସଦସ୍ୟ ଅଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ପ୍ରତ୍ୟେକ କମିଟିରେ ବବି ଓ ମାନସ ନିଜେ ରହିବା ସହ ତାଙ୍କର ଖାସ୍ ଅନୁଗତମାନଙ୍କୁ ସାମିଲ କରୁଥିଲେ । ତେବେ ଦଳର ଜିଲ୍ଲାସ୍ତରରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ନେତାମାନଙ୍କ ଭିତରେ ବବି ଓ ମାନସଙ୍କୁ ନେଇ ରହିଥିବା ଆକ୍ରୋଶକୁ ଦେଖି ଉଭୟଙ୍କୁ କୌଣସି କମିଟିରେ ରଖାଯାଇନଥିବା ଜଣାପଡ଼ିଛି । ପୂର୍ବରୁ ଅଗଷ୍ଟ ୫ତାରିଖରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ଜଣିଆ ସମନ୍ୱୟ କମିଟିରେ ମଧ୍ୟ ବବି ଓ ମାନସଙ୍କୁ ସ୍ଥାନ ମିଳିନଥିଲା ।

ତେବେ ଆଶ୍ଚର୍ଯ୍ୟଜନକର କଥା, ଏବେ ବିଜେଡି ସଂଗଠନରେ କା’ ମୁଖିଆ ସାଜିଥିବା ଦେବୀ ମିଶ୍ର କିନ୍ତୁ ସାଂଗଠନିକ କଥାରେ ବବିଙ୍କୁ ଅଲିଖିତ ରିପୋର୍ଟ କରୁଥିବା ଚର୍ଚ୍ଚା ହେଉଛି । ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପାଣ୍ଡିଆନ ଓ ବବିଙ୍କ ଉପରେ ବର୍ଷୁଥିବା ସଞ୍ଜୟ ଦାସବର୍ମା ବି ଏବେ ଅଦୃଶ୍ୟ କାରଣରୁ ଅସମ୍ଭବ ନିରବତା ଅବଲମ୍ବନ କରିବାରେ ଲାଗିଛନ୍ତି ।  ଦଳର ଏଭଳି ବିପର୍ଯ୍ୟୟ ପରେ ବି ପାଣ୍ଡିଆନଙ୍କ ଖାସ୍ ଅନୁଗତ ବବିଙ୍କ ତୁଷ୍ଟୀକରଣରେ ଏବେ ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ ଓ ଅରୁଣ ସାହୁଙ୍କ ଭଳି ଆଗଧାଡ଼ିର ନେତାମାନେ ରହିଥିବାରୁ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଅଧିକ ବଢ଼ିବାରେ ଲାଗିଛି । ଯାହାକି ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବା ସହ ଏହି ମେରୁଦଣ୍ଡବିହୀନ ନେତାମାନଙ୍କୁ ଉଚିତ୍ ଜବାବ ଦେବାକୁ ଦଳୀୟ କର୍ମୀ ଓ ନେତାମାନେ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story