Advertisment

ପାଟ୍ଟଶାଣୀ ଆଶାବାଦୀ

ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ।

author-image
Manoj Swain

ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ। ସେ କହିଛନ୍ତି, ଲାଗୁଛି ନବୀନ ବାବୁ ଏଥର ପ୍ରତିଶ୍ରୁତି ପାଳନ କରିବେ। ଯଦି ଜଗନ୍ନାଥ ଥିବେ ନିଶ୍ଚୟ ଟିକେଟ ମିଳିବ। ଲୋକସଭାରେ ଲକ୍ଷାଧିକ ଭୋଟରେ ଜିତିଛି, ଆଶା ରହିବା ସ୍ୱାଭାବିକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bhubaneswar BjD Prasanna Kumar Patasani