Advertisment

ନବୀନଙ୍କୁ ନେଇ କଡ଼ା କଥା କହିଲେ ପ୍ରଶାନ୍ତ ଜଗଦ୍ଦେବ

‘ଜଣେ ଅଣ ଓଡ଼ିଆ ତାମିଲ ହାତରେ ଓଡ଼ିଶାକୁ ଟେକିଦେବାର ଚକ୍ରାନ୍ତକୁ ଓଡ଼ିଶାବାସୀ ପଣ୍ଡ କରିଛନ୍ତି। ତେଣୁ ନବୀନ ଓଡ଼ିଆଙ୍କୁ ଧୋକା ଦେଇଥିବାରୁ ତାଙ୍କ ଦେହରେ ନମକ ହରାମ ଟ୍ୟାଗ୍‌ ଲାଗିବ।’

Advertisment

ଜେଲରୁ ବାହାରିବା ପରେ ଖୋର୍ଦ୍ଧାର ନବ ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦେଇଛନ୍ତି ବିସ୍ଫୋରକ ବୟାନ। ସେ କହିଛନ୍ତି,ଆଜି ବି ନବୀନଙ୍କ ପାଣ୍ଡିଆନ ପ୍ରେମ ଶେଷ ହୋଇନି। ଦଳର ଏତେ ବଡ଼ ବିପର୍ଯ୍ୟୟ ପରେ ମଧ୍ୟ ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ନବୀନ ଆଗଭର। ସାଢ଼େ ଚାରିକୋଟି ଓଡ଼ିଆଙ୍କ ମଧ୍ୟରୁ କେହି ଜଣେ ବି ନବୀନଙ୍କ ଆସ୍ଥା ଭାଜନ ହେଲେନି। ଜଣେ ଅଣ ଓଡ଼ିଆ ତାମିଲ ହାତରେ ଓଡ଼ିଶାକୁ ଟେକିଦେବାର ଚକ୍ରାନ୍ତକୁ ଓଡ଼ିଶାବାସୀ ପଣ୍ଡ କରିଛନ୍ତି। ତେଣୁ ନବୀନ ଓଡ଼ିଆଙ୍କୁ ଧୋକା ଦେଇଥିବାରୁ ତାଙ୍କ ଦେହରେ ନମକ ହରାମ ଟ୍ୟାଗ୍‌ ଲାଗିବ। ଶୁଣନ୍ତୁ ପ୍ରଶାନ୍ତ ଜଗଦ୍ଦେବ ଆଉ କ’ଣ କହୁଛନ୍ତି । 

Advertisment
Naveen Patnaik Vk Pandian Prasant Jagadev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe