Advertisment

EVM ଭାଙ୍ଗିଲା କିଏ ? ସତ ଦେଖାଇଲା ସିସିଟିଭି ଫୁଟେଜ୍‌

କାଉଁରିପାଟଣା ବୁଥର ସିସିଟିଭି ଫୁଟେଜରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭୋଟ ଦେଉଥିବା ବେଳର ଦୃଶ୍ୟ ଦେଖନ୍ତୁ।

Advertisment

EVM ଭାଙ୍ଗିଲା କିଏ ? କାଉଁରିପାଟଣା ବୁଥର ସିସିଟିଭି ଫୁଟେଜରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭୋଟ ଦେଉଥିବା ବେଳର ଦୃଶ୍ୟ ଦେଖନ୍ତୁ। ଏହି ସିସିଟିଭି ଫୁଟେଜ୍‌କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲରରେ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି, ବିଧାନସଭା EVM ଭଙ୍ଗା ଯାଉଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ବହୁ ଦୂରରେ ଛିଡ଼ା ହୋଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, EVM ଭାଙ୍ଗିଥିବା ସେହି ବ୍ୟକ୍ତି ଜଣକ କିଏ ?

Advertisment
2024 General Election Bjp Aparajita Sarangi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe