ପିଣ୍ଟୁଙ୍କ ପାଇଁ ଲାଗିଗଲେ ବିପିନ ପ୍ରଶାନ୍ତ | Odisha Reporter
Advertisment
ବିପ୍ଲବ ପାତ୍ରଙ୍କୁ ଗୁଣି ଗାରେଡ଼ି ଘଟଣା। ଷ୍ଟୁଡିଓରେ କଥା କଟାକଟି ହେଲେ ବିପ୍ଲବଙ୍କ ସମର୍ଥକ ପ୍ରଶାନ୍ତ ପ୍ରଧାନ ଏବଂ ବିଜେଡି ନେତା ବିପିନ ପ୍ରଧାନ। ଗଞ୍ଜାମ ଦିଗପହଣ୍ଡିର ଅଁଳାଗୁଡ଼ା ରାସ୍ତା କଡ଼ରେ ଥିବା ଏକ ବରଗଛ ମୂଳରେ ବିପ୍ଲବ ପାତ୍ରଙ୍କ ଚିରା ଫଟୋ ଏବଂ ମାଛ ବଳି ଦିଆଯାଇଥିବା ଦେଖିବାକୁ ମିଳିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us