Advertisment

‘ଧର୍ମର ବିଜୟ ହେଲା’

ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସେଲିବ୍ରେସନ ଚାଲିଛି।

author-image
Manoj Swain

୩ଟି ରାଜ୍ୟରେ ସରକାର ଗଢ଼ିପାରେ ବିଜେପି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଆଗୁଆ ରହିଛି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସେଲିବ୍ରେସନ ଚାଲିଛି। ତେବେ ନିର୍ବାଚନ ରେଜଲ୍ଟ ନେଇ ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କଣ କହୁଛନ୍ତି ଶୁଣନ୍ତୁ। 

Advertisment
Election Results Bjp Pratap Sarangi Odisha