Advertisment

ପୁଅକୁ ସରପଞ୍ଚ ପ୍ରାର୍ଥୀ କହିଦେଲେ ପ୍ରତାପ ଜେନା

ଭିଡିଓରେ ବିଧାୟକ ପ୍ରତାପ ଜେନା କହୁଛନ୍ତି, ଅଙ୍କିତ ପ୍ରତାପ ଜେନା ଜଣେ ସରପଞ୍ଚ ପ୍ରାର୍ଥୀ।

author-image
Manoj Swain

ନିର୍ବାଚନ ଲଢୁଛନ୍ତି ପୁଅ, ଭାଇରାଲ ହେଉଛି ବାପାଙ୍କ ଭିଡିଓ, ଯେଉଁ ଭିଡିଓରେ ବିଧାୟକ ପ୍ରତାପ ଜେନା କହୁଛନ୍ତି, ଅଙ୍କିତ ପ୍ରତାପ ଜେନା ଜଣେ ସରପଞ୍ଚ ପ୍ରାର୍ଥୀ। ଏକାଧିକ ଥର ବିଧାୟକ ଗାଦିରେ ବସିଥିବା ପ୍ରତାପ ଜେନା, ଜଣେ ଜାଣିବାଶୁଣିବା ଜନପ୍ରତିନିଧି କିନ୍ତୁ ସରପଞ୍ଚ ଓ ବିଧାୟକ ପ୍ରାର୍ଥୀଙ୍କ ଭିତରେ ପାର୍ଥକ୍ୟ ଜାଣିପାରିଲେନି କେମିତି ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
2024 General Election BjD Odisha