ଖଣ୍ଡଗିରି ପରିଦର୍ଶନ କଲେ ରାଷ୍ଟ୍ରପତି | President Droupadi Murmu |Khandagiri Bhubaneswar |Odisha Reporter
Advertisment
ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଖଣ୍ଡଗିରିରେ ଥିବା ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଥିଲେ । ଚାଲି ଚାଲି ରାଣୀ ଗୁମ୍ଫା ଓ ହାତୀ ଗୁମ୍ପା ବୁଲିଥିଲେ ରାଷ୍ଟ୍ରପତି । ଏଥିସହ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us