Advertisment

କୁପରିଣାମ ଭୋଗିଲେ ମୁଖ୍ୟମନ୍ତ୍ରୀ: ସୌମ୍ୟରଞ୍ଜନ ପଟ୍ଟନାୟକ

'ମୁଁ ବିଜୁ ଜନତା ଦଳରେ ଥିବାବେଳେ, ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା।'

author-image
Manoj Swain

ବିଜେଡିର ପରାଜୟକୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ। କହିଲେ, ମୁଁ ବିଜୁ ଜନତା ଦଳରେ ଥିବାବେଳେ, ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା। କିଛି ପରାମର୍ଶ ଦିଆ ନିଆ ମଧ୍ୟ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ। ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Soumya Ranjan Patnaik Odisha