Advertisment

'ସାଢେ ୪ କୋଟି ଦେଖିଲେ ମୋଦି ମ୍ୟାଜିକ୍’

'ଚଣ୍ଡିଖୋଲ ସଭାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ'

author-image
Manoj Swain
ଅଦ୍ୟତନ ହୋଇଛି

‘ପୂରା ସାଢେ ୪ କୋଟି ଓଡ଼ିଆ ଦେଖିଲେ ମୋଦି ମ୍ୟାଜିକ୍। ଚଣ୍ଡିଖୋଲ ସଭାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ, ମୋଦିଙ୍କ ପରିବାରର ପ୍ରତିଶ୍ରୁତି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି।’ କିଛି ଏଭଳି କହିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment
Odisha Bjp Narendra Modi Baijayanta Panda