Prime Minister
Advertisment
ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ଦେଶରେ ଏବେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଥିବା ବେଳେ ଏହାରି ଭିତରେ ଆଜି ଅଯୋଧ୍ୟା ରାମମନ୍ଦିର ଯାଇ ରାମଲଲାଙ୍କ ଦର୍ଶନ କରିଛନ୍ତି ମୋଦି।
Advertisment
ଆଜି ରାମଲଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ଅଯୋଧ୍ୟାରେ ଏକ ବିଶାଳ ରୋଡ ସୋରେ ଯୋଗ ଦେଇଥିଲେ। ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୋଦିଙ୍କ ଏହା ପ୍ରଥମ ଅଯୋଧ୍ୟା ଗସ୍ତ ଥିଲା। ମୋଦିଙ୍କ ଗସ୍ତ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଗ୍ରହଣ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us