ଭିଆଇପିଙ୍କ କ୍ୱାର୍ଟର୍ସରେ ଘରୋଇ ସିକ୍ୟୁରିଟି ପାଇଁ କିଏ ଦେଉଛି ଅର୍ଥ ? ସରକାର ଘରୋଇ ସିକ୍ୟୁରିଟି ଯୋଗାଇ ନଥିବା ଆରଟିଆଇ ତଥ୍ୟ କହୁଛି । ତାହାଲେ କେଉଁ ସରକାରୀ ନିଗମ ଓ କମ୍ପାନୀ ଯୋଗାଇଛନ୍ତି ସିକ୍ୟୁରିଟି ?