ଅଦ୍ୟତନ ହୋଇଛି
‘ପ୍ରୋଗ୍ରାମରେ ଖାଲି ବିଜେଡି ପିଲା ଯିବେ’ | Protest Against BJD Leader in Balangir | Odisha Reporter
Advertisment
5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ । ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି । ହାତରେ ପ୍ଲା-କାର୍ଡ ଧରି ରାଜେନ୍ଦ୍ର କଲେଜ ଛକରୁ ବାହାରିଥିଲା ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା । କାର୍ଯ୍ୟକ୍ରମ ହେଉଥିବା ଗାନ୍ଧୀ ଷ୍ଟାଡିୟମ ନିକଟକୁ ଯିବା ସମୟରେ ଅଧ ରାସ୍ତାରେ ଅଟକାଇଥିଲା ପୁଲିସ । ଫଳରେ ରାସ୍ତା ଉପରେ ଧାରଣାରେ ବସିଛନ୍ତି ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us