ପାଣ୍ଡିଆନଙ୍କୁ ବିରୋଧ, ମନ୍ଦିରରେ ଦର୍ଶନ ପରେ ଗୋବର ପାଣି ଛିଞ୍ଚି ପବିତ୍ର କଲେ ସେବାୟତ

ଗୋ-ମାଂସ ଭକ୍ଷଣକାରୀ କାମିୟା ଜାନିଙ୍କୁ ପାଣ୍ଡିଆନ ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ କରି ସେବାୟତମାନେ ଏପରି କାମ କରିଛନ୍ତି। 

Odisha

ଗୋବର ଓ ଗଙ୍ଗା ଜଳ ପକାଉଛନ୍ତି ସେବାୟତ

Biswajit Samal
  • Published: Wednesday, 27 December 2023
  • Updated: 27 December 2023, 09:04 PM IST

Sports

Latest News

ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣୀ ମନ୍ଦିରରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ବିରୋଧ। ସେ ମନ୍ଦିରରେ ଦର୍ଶନ ସାରି ଯିବା ପରେ ସେବାୟତ ମାନେ ଗୋବର ପାଣି ଓ ଗଙ୍ଗାଜଳ ସିଞ୍ଚନ ଏହାକୁ ପବିତ୍ର କରିଛନ୍ତି। ଗୋ-ମାଂସ ଭକ୍ଷଣକାରୀ କାମିୟା ଜାନିଙ୍କୁ ପାଣ୍ଡିଆନ ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ କରି ସେବାୟତମାନେ ଏପରି କାମ କରିଛନ୍ତି। 

ଆଜି ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗ୍ରସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ। ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ତା’ପରେ ଆରଡ଼ି ଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ। ପରେ ପରେ ଧାମନଗର ନିର୍ବାଚନ ମଣ୍ଡଳୀ ଅସୁରାଳି ଠାରେ ସାଧାରଣ ସଭାରେ ବି ସାମିଲ ହୋଇଥିଲେ। ସଭାରେ ପହଁଚିବା ପୂର୍ବରୁ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ।

Also Read

ସେହିପରି ଭଦ୍ରକ ନିର୍ବାଚନ ମଣ୍ଡଳୀର ଭଦ୍ରକ ନେହେରୁ ଷ୍ଟାଡିୟମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ମଞ୍ଜୁର ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ କହିବା ସହ କେତେ ଟଙ୍କା ଓ କେତେ ଯୋଜନା ଭଦ୍ରକ ନିର୍ବାଚନ ମଣ୍ଡଳୀକୁ ଦିଆଯାଇଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଫେଵୃୟାରୀ ମାସରୁ ଲକ୍ଷ୍ମୀ ବସ ଭଦ୍ରକରେ ଚାଲିବ ବୋଲି ଏହି ଅବସରରେ ପାଣ୍ଡିଆନ ସୂଚନା ଦେଇଛନ୍ତି। ଆସନ୍ତା ନୂଆବର୍ଷରେ ବଡ଼ ଘୋଷଣା ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ କାମିୟା ଜାନି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ଗିରଫ ଦାବି ସହ ଆନ୍ଦୋଳନ ପାଇଁ ବିଜେପି ଚେତାବନୀ ଦେଇଛି।

ବିବାଦ ବଢିବା ସତ୍ତ୍ୱେ ରାଜ୍ୟ ସରକାର କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ତେବେ ଆଖଣ୍ଡଳମଣୀ ସେବାୟତ ଏବଂ ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ। ପୂର୍ବରୁ କିନ୍ତୁ କାମିଆ ଜାନି ଗୋମାଂସ ଖାଇନାହାନ୍ତି ବୋଲି ସଫେଇ ଦେଇଥିଲା ବିଜେଡି। କାମିୟା ଜାନି ମଧ୍ୟ ସମାନ ସ୍ପଷ୍ଟୀକରଣ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story