Advertisment

ରେଢ଼ାଖୋଲରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜୋରଦାର ବିରୋଧ !

ରେଢ଼ାଖୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡିଛି।

author-image
Manoj Swain

ରେଢ଼ାଖୋଲରୁ ବୌଦ୍ଧ, ଚାନ୍ଦବାଲିରୁ ଚମ୍ପୁଆ, କବିସୂର୍ଯ୍ୟନଗରରୁ ଖଲ୍ଲିକୋଟ, ଚାରିଆଡ଼େ ବିଜେଡି ପ୍ରାର୍ଥୀଙ୍କୁ ଜୋରଦାର ବିରୋଧ। କିନ୍ତୁ ଚଳିତଥର ରେଢ଼ାଖୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡିଛି। କେଉଁଠି ଚେୟାରରେ ବସାଇ ଲୋକେ ତାଙ୍କୁ ପ୍ରଶ୍ନ କଲେଣି ତ ପୁଣି କେଉଁଠି ସଭା ମଞ୍ଚରୁ ତଡ଼ିବା ପାଇଁ ଉଦ୍ୟମ କଲେଣି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Prasanna Acharya Odisha