Advertisment

‘ପାଣ୍ଡିଆନଙ୍କ ପାଇଁ ଘଟୁଛି ଦୁର୍ଘଟଣା’

୨୩ ବର୍ଷରେ କଣ ଦରକାର ପଡ଼ିଲା ଯେ, ନିର୍ବାଚନୀ ପ୍ରଚାର କରୁଛନ୍ତି ଜଣେ ପ୍ରାଶାସନିକ ଅଧିକାରୀ । ରାସ୍ତାଘାଟରେ ପାଣ୍ଡିଆନ ବାବୁଙ୍କ ଫଟୋ ଲାଗିଛି, ଚାକିରି ଛାଡ଼ି ରାଜନୀତି କରନ୍ତୁ । ଏମିତି କିଛି କହି ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ବିଜେପି କର୍ମୀ।

author-image
Manoj Swain

୨୩ ବର୍ଷରେ କଣ ଦରକାର ପଡ଼ିଲା ଯେ, ନିର୍ବାଚନୀ ପ୍ରଚାର କରୁଛନ୍ତି ଜଣେ ପ୍ରାଶାସନିକ ଅଧିକାରୀ । ରାସ୍ତାଘାଟରେ ପାଣ୍ଡିଆନ ବାବୁଙ୍କ ଫଟୋ ଲାଗିଛି, ଚାକିରି ଛାଡ଼ି ରାଜନୀତି କରନ୍ତୁ । ଏମିତି କିଛି କହି ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ବିଜେପି କର୍ମୀ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଆସିକା ଗସ୍ତକୁ ଜୋରଦାର ବିରୋଧ ମଧ୍ୟ କରିଥିଲେ। ପୁଣିଥରେ ଆସିକା ଗସ୍ତକୁ ବିରୋଧ କରିବା ସହ ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଥିଲେ।

Advertisment
Bjp Vk Pandian Odisha