ଅଶ୍ୱୀନିଙ୍କୁ ଆଉଟ କରିବେ ବ୍ରଜ ! | Odisha Reporter
ଜିଲ୍ଲା ବିଜେଡି ସଭାପତିଙ୍କ ଗଡରେ ଦଳ ଦୁଇ ଫାଳ। ଖୋଦ ନିଜ ଗଡରେ ମନ୍ତ୍ରୀ ଅଶ୍ୱୀନି ପାତ୍ର ତଥା ବାଲେଶ୍ୱର ଜିଲ୍ଲା ସଭାପତିଙ୍କୁ ବିରୋଧ ତୀବ୍ର ହେଉଛି। 2024 ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଜେଡି କର୍ମୀ। ସଭାପତିଙ୍କ ବିରୋଧରେ ପ୍ରାୟ 10 ହଜାରରୁ ଅଧିକ ବିଜେଡି କର୍ମୀ ମେଳି କରିଛନ୍ତି। ତେବେ ଏହି ମେଳିର ନେତୃତ୍ୱ ନେଉଛନ୍ତି ବିଦ୍ରୋହି ଗୋଷ୍ଠୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
