କୁଆଡ଼େ ଗଲେ କୁଟ୍ଟେ ? | Odisha Reporter
ରାଜନୀତିକ ଛତ୍ରଛାୟାରେ ରହି ରାଜ୍ୟରେ ଆଇପିଏସ୍ କ୍ୟାଡ଼ର ପରିଚାଳନାକୁ ବିପର୍ଯ୍ୟସ୍ତ କରିଦେଇଥିବା ଆଇପିଏସ୍ ଡିଏସ୍ କୁଟ୍ଟେ ଏବେ କେଉଁଠି? ତାଙ୍କର ନିଲମ୍ବନ ପ୍ରତ୍ୟାହାର ହୋଇଛି କି ନାହିଁ, ସେ କାହିଁକି କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଓ କିଏ ତାଙ୍କର ଛୁଟି ଅବଧିକୁ ବାରମ୍ବାର ବୃଦ୍ଧି ପାଇଁ ଅନୁମତି ଦେଉଛି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
