Advertisment

ଡିଏସ୍ କୁଟ୍ଟେ କେଉଁଠି ?

ରାଜନୀତିକ ଛତ୍ରଛାୟାରେ ରହି ରାଜ୍ୟରେ ଆଇପିଏସ୍ କ୍ୟାଡ଼ର ପରିଚାଳନାକୁ ବିପର୍ଯ୍ୟସ୍ତ କରିଦେଇଥିବା ଆଇପିଏସ୍ ଡିଏସ୍ କୁଟ୍ଟେ ଏବେ କେଉଁଠି ?

Advertisment

ରାଜନୀତିକ ଛତ୍ରଛାୟାରେ ରହି ରାଜ୍ୟରେ ଆଇପିଏସ୍ କ୍ୟାଡ଼ର ପରିଚାଳନାକୁ ବିପର୍ଯ୍ୟସ୍ତ କରିଦେଇଥିବା ଆଇପିଏସ୍ ଡିଏସ୍ କୁଟ୍ଟେ ଏବେ କେଉଁଠି? ତାଙ୍କର ନିଲମ୍ବନ ପ୍ରତ୍ୟାହାର ହୋଇଛି କି ନାହିଁ, ସେ କାହିଁକି କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଓ କିଏ ତାଙ୍କର ଛୁଟି ଅବଧିକୁ ବାରମ୍ବାର ବୃଦ୍ଧି ପାଇଁ ଅନୁମତି ଦେଉଛି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଖନ୍ତୁ ପୂରା ରିପୋର୍ଟ।  

Advertisment
Odisha IPS Officer IPS DS Kuttey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe