Advertisment

'ଓଡ଼ିଶା ସରକାର ମନ ଇଚ୍ଛା ରାଜକୋଷରୁ ଟଙ୍କା ଖର୍ଚ୍ଚ କରୁଛନ୍ତି'

'ମୋଦିଙ୍କୁ ସବୁ କଥାରେ ଅନୁସରଣ କରୁଛନ୍ତି, କେବେ ସଫଳ ହେବେନି। ଜଗନ୍ନାଥଙ୍କୁ ଟ୍ରେଡ୍‌ ମାର୍କ ଭାବେ ବ୍ୟବହାର କରୁଛି ବିଜେଡି'

author-image
Manoj Swain

ପରିକ୍ରମା ପ୍ରକଳ୍ପ ପାଇଁ ବୁଲି ବୁଲି ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ ପୁରୀ ଗଲାନି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। କହିଲେ, ନାଟକରେ ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା। ମୋଦିଙ୍କୁ ସବୁ କଥାରେ ଅନୁସରଣ କରୁଛନ୍ତି, କେବେ ସଫଳ ହେବେନି। ଜଗନ୍ନାଥଙ୍କୁ ଟ୍ରେଡ୍‌ ମାର୍କ ଭାବେ ବ୍ୟବହାର କରୁଛି ବିଜେଡି।

Advertisment
Odisha Puri Shreemandir Pratap Sarangi Srimandir Parikrama Project