‘ପହଞ୍ଚିଲାନି ଚାଉଳ, ବଣଭୋଜି କରି ଖାଇବେ’ | Odisha Reporter
Advertisment
ପରିକ୍ରମା ପ୍ରକଳ୍ପ ପାଇଁ ବୁଲି ବୁଲି ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ ପୁରୀ ଗଲାନି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। କହିଲେ, ନାଟକରେ ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା। ମୋଦିଙ୍କୁ ସବୁ କଥାରେ ଅନୁସରଣ କରୁଛନ୍ତି, କେବେ ସଫଳ ହେବେନି। ଜଗନ୍ନାଥଙ୍କୁ ଟ୍ରେଡ୍ ମାର୍କ ଭାବେ ବ୍ୟବହାର କରୁଛି ବିଜେଡି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us