Purnachandra Mohapatra reaction After getting BJP Ticket From Barabati-Cuttack | Odisha Reporter
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Purnachandra Mohapatra reaction After getting BJP Ticket From Barabati-Cuttack | Odisha Reporter
ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବାରବାଟୀ-କଟକରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ନାଁ ଘୋଷଣା ହେବା ପରେ ପୂର୍ଣ୍ଣଚନ୍ଦ୍ର କହିଛନ୍ତି, ପ୍ରଥମେ ଲୋକନୀତି ପରେ ରାଜନୀତି। ଚଳିତ ନିର୍ବାଚନରେ ଗୋଟିଏ ମୁଦ୍ଦା ରହିବ ମୋଦିଙ୍କ ଗ୍ୟାରେଣ୍ଟି, ପରିବର୍ତ୍ତନର ଘଣ୍ଟି ଓ ବିଜେଡି ସରକାରର ଛୁଟି । ଶୁଣନ୍ତୁ ଆଉ ଅଧିକ କ'ଣ କହୁଛନ୍ତି ବାରବାଟୀ-କଟକ ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)