Advertisment

ବାରବାଟୀରୁ ଲଢ଼ିବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ବାରବାଟୀ-କଟକରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି।

Advertisment

ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବାରବାଟୀ-କଟକରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ନାଁ ଘୋଷଣା ହେବା ପରେ ପୂର୍ଣ୍ଣଚନ୍ଦ୍ର କହିଛନ୍ତି, ପ୍ରଥମେ ଲୋକନୀତି ପରେ ରାଜନୀତି। ଚଳିତ ନିର୍ବାଚନରେ ଗୋଟିଏ ମୁଦ୍ଦା ରହିବ ମୋଦିଙ୍କ ଗ୍ୟାରେଣ୍ଟି, ପରିବର୍ତ୍ତନର ଘଣ୍ଟି ଓ ବିଜେଡି ସରକାରର ଛୁଟି । ଶୁଣନ୍ତୁ ଆଉ ଅଧିକ କ'ଣ କହୁଛନ୍ତି ବାରବାଟୀ-କଟକ ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ...

Advertisment
Cuttack Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe