Advertisment

କଂଗ୍ରେସରେ ଯୋଗଦେଲେ ପ୍ୟାରୀଙ୍କ ଝିଅ

କଂଗ୍ରେସରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ବିଧିବଦ୍ଧ ଭାବେ ସିକ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି। ଦଳରେ ଯୋଗଦେବା ପରେ ସିକ୍ତା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

author-image
Manoj Swain

କଂଗ୍ରେସରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ବିଧିବଦ୍ଧ ଭାବେ ସିକ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳରେ ଯୋଗଦେବା ପରେ ସିକ୍ତା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। 

Advertisment
Odisha Politics Odisha Congress