କଂଗ୍ରେସ ହାତ ଧରିଲେ ପ୍ୟାରି ମୋହନଙ୍କ ଝିଅ | Odisha Reporter
Advertisment
କଂଗ୍ରେସରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ବିଧିବଦ୍ଧ ଭାବେ ସିକ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳରେ ଯୋଗଦେବା ପରେ ସିକ୍ତା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us