Advertisment

ବଲେ ବଲେ ଢାବା ପରେ କୁସୁମା ବଙ୍ଗଳାରେ ବି ଲାଗୁଥିଲା ଦାମୀ ଗାଡ଼ି

କୋଟି କୋଟି ଟଙ୍କା ବ୍ୟୟରେ ଯାଜପୁର ପୈାରପାଳିକା ଅଧୀନରେ ଥିବା କୁସୁମା ପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଏବେ ଉଠିଛି ପ୍ରଶ୍ନ।

author-image
Manoj Swain

ଗାଦିରୁ ଯିବା ପରେ ଖୋଲୁଛି ଗୁମର । ଧର୍ମଶାଳାର ବଲେ ବଲେ ଢାବା ପରେ ଯାଜପୁରର କୁସୁମା ବଙ୍ଗଳାକୁ ନେଇ ଚର୍ଚ୍ଚା। ସେଠି ଲକଜୁରିଅସ ଢାବା ଆଉ ଏଠି ମଉଜ ମଜଲିସ୍ । କୋଟି କୋଟି ଟଙ୍କା ବ୍ୟୟରେ ଯାଜପୁର ପୈାରପାଳିକା ଅଧୀନରେ ଥିବା କୁସୁମା ପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Jajpur