Advertisment

ବଲେ ବଲେ ଢାବା ପରେ କୁସୁମା ବଙ୍ଗଳାରେ ବି ଲାଗୁଥିଲା ଦାମୀ ଗାଡ଼ି

କୋଟି କୋଟି ଟଙ୍କା ବ୍ୟୟରେ ଯାଜପୁର ପୈାରପାଳିକା ଅଧୀନରେ ଥିବା କୁସୁମା ପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଏବେ ଉଠିଛି ପ୍ରଶ୍ନ।

Advertisment

ଗାଦିରୁ ଯିବା ପରେ ଖୋଲୁଛି ଗୁମର । ଧର୍ମଶାଳାର ବଲେ ବଲେ ଢାବା ପରେ ଯାଜପୁରର କୁସୁମା ବଙ୍ଗଳାକୁ ନେଇ ଚର୍ଚ୍ଚା। ସେଠି ଲକଜୁରିଅସ ଢାବା ଆଉ ଏଠି ମଉଜ ମଜଲିସ୍ । କୋଟି କୋଟି ଟଙ୍କା ବ୍ୟୟରେ ଯାଜପୁର ପୈାରପାଳିକା ଅଧୀନରେ ଥିବା କୁସୁମା ପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Jajpur BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe