Advertisment

ଖୋଲା ମଞ୍ଚରେ ରବି ଆଉ ତାରା ମୁହାଁମୁହିଁ !

ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ।

author-image
Manoj Swain

ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସିଧା ପ୍ରସାରଣ ଦେଖାଇବା ପାଇଁ ଜୟପୁରରେ ଆୟୋଜନ ହୋଇଥିଲା ଏକ ମଞ୍ଚ। ଏହି ମଞ୍ଚରେ ଉପସ୍ଥିତ ଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ। ତାରାଙ୍କୁ ଆକ୍ଷେପ କରି ରବି ନନ୍ଦ କହିଲେ ଜଣେ ବ୍ୟକ୍ତି, ଗତ କିଛି ଦିନ ତଳେ ଜଗନ୍ନାଥଙ୍କୁ ଉଷ, ମାଉଁସ ପାଉଁଶର ଭଗବାନ ବୋଲି କହିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Koraput Odisha Odisha Politics