‘ନେତା ଠିଆ ହେବା ଦରକାର, କର୍ମୀ ବସିବା ଦରକାର\' | Odisha Reporter
ପୁଣିଥରେ ପଦାରେ ପଡ଼ିଛି ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କ ବିରୋଧରେ ନାରାବାଜି କଲେ ଶତାଧିକ ମହିଳା କର୍ମୀ। ତେବେ ଏହି ଘଟଣାକୁ ନେଇ ସଦର ବିଧାୟକ ସ୍ୱରୂପ ଦାସଙ୍କ ପ୍ରତିକ୍ରିୟା। କହିଲେ, ମୋ ପାଖରେ ଏଫ୍ଆଇଆରର ତଥ୍ୟ ନାହିଁ । ମୋ ହିସାବରେ ନେତା ଠିଆ ହେବା ଦରକାର ଏବଂ କର୍ମୀ ଚେୟାରରେ ବସିବା ଦରକାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
