Advertisment

'ମୋ ପାଖରେ ଏଫ୍ଆଇଆରର ତଥ୍ୟ ନାହିଁ'

ସଦର ବିଧାୟକ ସ୍ୱରୂପ ଦାସଙ୍କ ବିରୋଧରେ ନାରାବାଜି କଲେ ଶତାଧିକ ମହିଳା କର୍ମୀ।

Advertisment

ପୁଣିଥରେ ପଦାରେ ପଡ଼ିଛି ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କ ବିରୋଧରେ ନାରାବାଜି କଲେ ଶତାଧିକ ମହିଳା କର୍ମୀ। ତେବେ ଏହି ଘଟଣାକୁ ନେଇ ସଦର ବିଧାୟକ ସ୍ୱରୂପ ଦାସଙ୍କ ପ୍ରତିକ୍ରିୟା। କହିଲେ, ମୋ ପାଖରେ ଏଫ୍ଆଇଆରର ତଥ୍ୟ ନାହିଁ । ମୋ ହିସାବରେ ନେତା ଠିଆ ହେବା ଦରକାର ଏବଂ କର୍ମୀ ଚେୟାରରେ ବସିବା ଦରକାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
BjD Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe