Advertisment

ମୁଖ୍ୟମନ୍ତ୍ରୀ ହେବେ ଆଉ ଜଣେ ଯୋଗୀ !

ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ଚମତ୍କାର ବିଜୟ ପରେ ବର୍ତ୍ତମାନ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି।

author-image
Manoj Swain

କିଏ ରାଜସ୍ଥାନରେ କରିବ ରାଜ ? ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ? ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ଚମତ୍କାର ବିଜୟ ପରେ ବର୍ତ୍ତମାନ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ରାଜସ୍ଥାନର ତିଜାରା ଆସନରେ ଜିତିଥିବା ବାବା ବାଳକ ନାଥଙ୍କୁ ଆସିଛି ଦିଲ୍ଲୀରୁ ଡାକରା।

Advertisment
Election Results Rajasthan