ନିର୍ବାଚନୀ ବର୍ଷରେ ନୂଆ ରାଜ୍ୟପାଳ ରଘୁବର | New BJP Leader Raghubar Das Appointed Odisha Governor | OR
Advertisment
ଓଡ଼ିଶା ରାଜ୍ୟ ରାଜନୀତିରେ ଆଗକୁ ହୋଇପାରେ କି ବଡ଼ ପରିବର୍ତ୍ତନ। ବିଜେପିର ଜଣେ ହାର୍ଡକୋର ନେତା ଭାବେ ପରିଚିତ ରଘୁବର ଦାସ ହେବେ ଓଡ଼ିଶାର ନୂତନ ରାଜ୍ୟପାଳ। ସେ ଦଳର ଜଣେ ଟାଣୁଆ ନେତା, ସଙ୍ଗଠକ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ। ତେବେ ଜାମସେଦପୁର ଟାଟା ଷ୍ଟିଲ କଂପାନୀର ଜଣେ ସାଧାରଣ ଶ୍ରମିକରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଓ ଏବେ ଓଡ଼ିଶାର ରାଜ୍ୟପାଳ ହେବା ରଘୁବରଙ୍କ ପାଇଁ ଏତେ ସହଜ ନଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us