ସ୍ୱାଧୀନରୁ ଲଢ଼ିବା ସଙ୍କେତ ଦେଲେ ରଘୁନନ୍ଦନ | Raghunandan Das may Contest as independent candidate | OR
Advertisment
ବିଜେଡି ଆଜି ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୪ ଜଣ ବିଧାୟକଙ୍କ ଟିକେଟ କାଟିଛି। ଟିକେଟ କଟିବା ପରେ ଚକ୍ରାନ୍ତ କହିଲେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ। କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁଁ ଟିକେଟ କଟିଥିବା କହିଲେ। ରାଜନୀତିରେ ନଥିବା କିଛି ଲୋକ ରାଜନୈତିକ ପତିଆରା ଜାହିର କରୁଛନ୍ତି। ଅସୁସ୍ଥ ଥିବା ବେଳେ ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଗଲା। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us