ବିଜେଡି- ବିଜେପି ଓଡ଼ିଶାକୁ PAANN ଧରାଇଦେଲେ | Odisha Reporter
ସାଲେପୁର ସଭାରେ ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧି। ସେ କହିଲେ, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଙ୍କଲ୍ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ, ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି କହିଲେ ରାହୁଲ। ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ। ପ୍ରତି ମାସରେ ମହିଳାଙ୍କୁ ୨ ହଜାର, ବେକାର ଯୁବକ ଓ ଯୁବତୀଙ୍କୁ ୩ ହଜାର ଓ ୨୦୦ ୟୁନିଟ ମାଗଣା ବିଜୁଳି ମିଳିବ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
