""
ରାଜନୀତି Videos ବିବାହ ପାଇଁ କେମିତିକା ଝିଅ ଖୋଜୁଛନ୍ତି ରାହୁଲ ଗାନ୍ଧି ନିଜ ବିବାହକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି। ଉପଯୁକ୍ତ ପାତ୍ରୀ ମିଳିଲେ ସେ ବିବାହ କରିବେ ବୋଲି କହିଛନ୍ତି। ସୋଶାଲ ମିଡିଆରେ ସେୟାର କରାଯାଇଥିବା ଏକ ଇଣ୍ଟରଭ୍ୟୁରେ ରାହୁଲ ଏକଥା କହିଛନ୍ତି। ୫୨ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ଦେଶରେ ସବୁଠାରୁ ଯୋଗ୍ୟ ବ୍ୟାଚଲର ବୋଲି ବିବେଚନା କରାଯାଉଛି। Manoj Swain 23 Jan 2023 16:21 IST ବାହା ହେବେ ଅଭିଆଡ଼ା ରାହୁଲ! | Odisha Reporter Rahul Gandhi Congress Marriage Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ