""
ରାଜନୀତି Videos ବିବାହ ପାଇଁ କେମିତିକା ଝିଅ ଖୋଜୁଛନ୍ତି ରାହୁଲ ଗାନ୍ଧି ନିଜ ବିବାହକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି। ଉପଯୁକ୍ତ ପାତ୍ରୀ ମିଳିଲେ ସେ ବିବାହ କରିବେ ବୋଲି କହିଛନ୍ତି। ସୋଶାଲ ମିଡିଆରେ ସେୟାର କରାଯାଇଥିବା ଏକ ଇଣ୍ଟରଭ୍ୟୁରେ ରାହୁଲ ଏକଥା କହିଛନ୍ତି। ୫୨ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ଦେଶରେ ସବୁଠାରୁ ଯୋଗ୍ୟ ବ୍ୟାଚଲର ବୋଲି ବିବେଚନା କରାଯାଉଛି। 23 Jan 2023 16:21 ISTManoj Swain Follow Usବାହା ହେବେ ଅଭିଆଡ଼ା ରାହୁଲ! | Odisha ReporterAdvertisment Read More Rahul Gandhi Congress MarriageAdvertisment