ରାହୁଲଙ୍କୁ ମିଳିଲାନି ସୁରକ୍ଷା ! | Odisha Reporter
ରାହୁଲଙ୍କୁ ମିଳିଲାନି ସୁରକ୍ଷା !
ଜମ୍ମୁ-କଶ୍ମୀରରେ ଚାଲିଥିବା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। କଶ୍ମୀରର ବାନିହାଲ ଅନ୍ତର୍ଗତ କ୍ୱାଜିଗୁଣ୍ଡ ନିକଟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ନେତା କେସି ଭେନୁଗୋପାଲ। ତାଙ୍କ ଅଭିଯୋଗ ପରେ ଯାତ୍ରାକୁ ୨୦ ମିନିଟ ବନ୍ଦ କରାଯାଇଥିଲା ଓ ରାହୁଲ ଗାନ୍ଧି ଗୋଟିଏ କାର୍ ଯୋଗେ ଘଟଣାସ୍ଥଳରୁ ମଧ୍ୟ ଚାଲି ଯାଇଥିଲେ।
ରାହୁଲଙ୍କୁ ମିଳିଲାନି ସୁରକ୍ଷା ! | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
