Advertisment

ହିନ୍ଦୁଙ୍କୁ ହିଂସୁକ କହି ଫସିଲେ ରାହୁଲ !

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଆରମ୍ଭ କରି ରାହୁଲ କେନ୍ଦ୍ର ସରକାର ଉପରେ ହମଲା କରିବା ସହ ନିଜକୁ ହିନ୍ଦୁ କହୁଥିବା ଲୋକ ହିଂସା ଓ ଭୟ ସୃଷ୍ଟି କରୁଥିବା ନେଇ ମନ୍ତବ୍ୟ ରଖିବାରୁ ଏହାର ତୀବ୍ର ବିରୋଧ ହୋଇଥିଲା ।

author-image
Manoj Swain

ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଲୋକସଭାରେ ପ୍ରବଳ ହଙ୍ଗାମା ହୋଇଛି। ରାହୁଲ ଗାନ୍ଧି ଭାଷଣ ବେଳେ ସମ୍ବିଧାନର କପି ଠାରୁ ଆରମ୍ଭ କରି ଭଗବାନ ଶିବ, ପ୍ରଫେଟ ମହମ୍ମଦ ଓ ଗୁରୁ ନାନକଙ୍କ ଛବି ପ୍ରଦର୍ଶିତ କରିଥିଲେ। ରାହୁଲ ଗାନ୍ଧି ବିଜେପି ଓ ଆରଏସଏସକୁ ସମାଲୋଚନା କରିଥିଲେ । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Bjp Congress Rahul Gandhi Parliament Session