Advertisment

ଦରକାର ନାହିଁ ବଙ୍ଗଳା, ସାରା ଭାରତ ମୋର ଘର

ସରକାରୀ ବଙ୍ଗଲା ନେବାକୁ ମନା କରି ଦେଲେ ରାହୁଲ ଗାନ୍ଧି। ଯଦିଓ ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି ତେବେ ଆଉ ସରକାରୀ ବଙ୍ଗଳା ନେବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ।

author-image
Manoj Swain

ସରକାରୀ ବଙ୍ଗଲା ନେବାକୁ ମନା କରି ଦେଲେ ରାହୁଲ ଗାନ୍ଧି। ଯଦିଓ ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି ତେବେ ଆଉ ସରକାରୀ ବଙ୍ଗଳା ନେବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି । ପୂରା ଭାରତ ମୋର ଘର ବୋଲି କହି ରାହୁଲ ଗାନ୍ଧି ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି ।

Advertisment
Congress Rahul Gandhi