Advertisment

ଦରକାର ନାହିଁ ବଙ୍ଗଳା, ସାରା ଭାରତ ମୋର ଘର

ସରକାରୀ ବଙ୍ଗଲା ନେବାକୁ ମନା କରି ଦେଲେ ରାହୁଲ ଗାନ୍ଧି। ଯଦିଓ ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି ତେବେ ଆଉ ସରକାରୀ ବଙ୍ଗଳା ନେବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ।

Advertisment

ସରକାରୀ ବଙ୍ଗଲା ନେବାକୁ ମନା କରି ଦେଲେ ରାହୁଲ ଗାନ୍ଧି। ଯଦିଓ ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି ତେବେ ଆଉ ସରକାରୀ ବଙ୍ଗଳା ନେବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି । ପୂରା ଭାରତ ମୋର ଘର ବୋଲି କହି ରାହୁଲ ଗାନ୍ଧି ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି ।

Advertisment
Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe