Advertisment

'ଓଡ଼ିଶାରେ ପାର୍ଟନରସିପ୍‌ ସରକାର'

ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। କହିଲେ, ଓଡ଼ିଶାରେ ବିଜେପି ଓ ବିଜେଡି ପାର୍ଟନରସିପ୍‌ ସରକାର ଚାଲିଛି। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି ।

Advertisment

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ଦ୍ୱିତୀୟ ଦିନ। ରାଉରକେଲା ପାନପୋଷ ଛକରେ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। କହିଲେ, ଓଡ଼ିଶାରେ ବିଜେପି ଓ ବିଜେଡି ପାର୍ଟନରସିପ୍‌ ସରକାର ଚାଲିଛି। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି । ଓଡ଼ିଶାକୁ ୩୦ କୋଟିପତି ଲୁଟିବାକୁ ଆସିଛନ୍ତି। ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଛି, ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଛି, ବେରୋଜଗାରୀ ବଢ଼ିଛି, ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ। 

Advertisment
Bharat Jodo Nyay Yatra Rahul Gandhi Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe