ରାଜସ୍ଥାନ ସରକାର ଜିଲ୍ଲା ସଂଖ୍ୟା ଅଧିକ ୧୭ ବଢ଼ାଇ ୫୦ କଲେ। ହେଲେ ପଦ୍ମପୁରକୁ ନେଇ ନବୀନ ବାବୁଙ୍କ ଘୋଷଣା ଆଗେଇଲା ନାହିଁ । ଉପ-ନିର୍ବାଚନ ପୂର୍ବରୁ ପଦ୍ମପୁର ଜିଲ୍ଲା ଘୋଷଣା କରିଥିଲେ ନବୀନ।