Advertisment

'ଓଡିଶାରେ ଡବଲ ଇଂଜିନ ସରକାର ନିହାତି ଦରକାର'

ଓଡ଼ିଶାରେ ଡବଲ ଇଂଜିନ ସରକାର ପାଇଁ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

author-image
Manoj Swain

ବ୍ରହ୍ମପୁର ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବକ୍ତବ୍ୟ। କହିଲେ, ଓଡିଶାରେ ଡବଲ ଇଂଜିନ ସରକାର ନିହାତି ଦରକାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bjp Rajnath Singh