ଛିଡ଼ୁନି ରାଜ୍ୟସଭା ଅଙ୍କ ଦ୍ବନ୍ଦ୍ବରେ ମୁଖିଆ| Odisha Reporter
ରାଜ୍ୟସଭା ରେସ୍ ପାଇଁ ଏକାଧିକ ଆଶାୟୀ। ଅଙ୍କ କଷୁଛି ବିଜେଡି। ନାଁ କୁ ନେଇ ବଢୁଛି ଚର୍ଚ୍ଚା। କେଉଁ ବର୍ଗକୁ ଟିକଟ୍ ଦେଲେ ସାଧାରଣ ନିର୍ବାଚନରେ ଦଳକୁ ମିଳିବ ଫାଇଦା, ତାକୁ ଦିଆଯାଉଛି ଗୁରୁତ୍ବ। କାରଣ ଦୁଇ ମାସ ପରେ ସାଧାରଣ ନିର୍ବାଚନ। ତେବେ ଗତକାଲି ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ ସବୁଠୁ ଆଗରେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
