Advertisment

ପ୍ରଭୁ ରାମଙ୍କ ଲହର ଦେଖି କିଏ ଡରୁଛି କିଏ ହସୁଛି ?

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ଦେଶରେ ରାମରାଜ୍ୟ ନେଇ ବିଜେପିର ଆହ୍ବାନ। ଆଉ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

author-image
Manoj Swain

ଏବେ ସମଗ୍ର ଭାରତ ବର୍ଷରେ ପ୍ରଭୁ ରାମଙ୍କୁ ନେଇ ଲହର। ଚାରିଆଡ଼େ ରାମଙ୍କୁ ନେଇ ଚର୍ଚ୍ଚା। ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ରାମଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ଦେଶରେ ରାମରାଜ୍ୟ ନେଇ ବିଜେପିର ଆହ୍ବାନ। ଆଉ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। 22 ତାରିଖରେ ଆମ ରାଜ୍ୟରେ ମଧ୍ୟ ବେଶ ଧୁମଧାମରେ ପାଳନ ହୋଇଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ତେବେ ଏହାକୁ ନେଇ ବିଜେପି କହିଛି, ଏହି ମାହୋଲ ଦେଖି ବିଜେଡି ଭୋଟ ନେବାକୁ ପ୍ରୟାସ କରୁଛି। ବିଜେଡି ପ୍ରବଳ ଭୟଭୀତ। ସେଥିପାଇଁ ଜଗନ୍ନାଥଙ୍କ ନାଁରେ ଭୋଟ ପାଇଁ ପ୍ରଚେଷ୍ଟା କଲା କିନ୍ତୁ ଦଳକୁ ଲୋକଙ୍କ ସମର୍ଥନ ମିଳିଲା ନାହିଁ।

Advertisment
Odisha BjD Bjp Ayodhya Ram Mandir